Friday, May 2, 2025

ହେ ଗୋବିନ୍ଦ ଗୋପାଳ ଆଖି ଥାଇ ହେଲି ମୁହିଁ ଅନ୍ଧ

ହେ ଗୋବିନ୍ଦ ଗୋପାଳ ଆଖି ଥାଇ ହେଲି ମୁହିଁ ଅନ୍ଧ ସକଳ ବିକାରରେ ପରିପୂର୍ଣ୍ଣ ହୃଦୟ ହେଲି ବେକାର ହେ ସାଲବେଗ ସୁରଦାସ ଜୟଦେବ ହୃଦୟ ଚନ୍ଦନ କେମିତି ପାଇବି ତୋହର ଛନ୍ଦାପାଦ ହେ ନିରାକର

No comments:

Post a Comment