Tuesday, May 13, 2025

ସକଳ ଭୂତରେ କୃଷ୍ଣଙ୍କୁ ଦେଖିବାକୁ ଭାରି ଇଛା

ସକଳ ଭୂତରେ କୃଷ୍ଣଙ୍କୁ ଦେଖିବାକୁ ଭାରି ଇଛା ହେ ହୃଦୟ ଈଶ୍ୱର ସାଇ ପୂର୍ଣ୍ଣ କର ମନ ବାଞ୍ଛା ସକଳ ଇନ୍ଦ୍ରିୟ ମିଶି ଜୀବନ ଡଙ୍ଗା ଛିଦ୍ର କଲେ ଦେହ ଅଥଳ ଭବ ସାଗରରେ ଉବୁଟୁବୁ ବଞ୍ଚା

No comments:

Post a Comment