Monday, May 12, 2025

ସକଳ ହୃଦୟରେ ଯେଉଁ ଓଁ ନମୋ ନାରାୟଣ

ସକଳ ହୃଦୟରେ ଯେଉଁ ଓଁ ନମୋ ନାରାୟଣ ଗୋବିନ୍ଦ ବସନ୍ତି ଦିବା ରଜନୀ ଯେଉଁ ଦେବ ଦେବ ମହାଦେବ କରୁଥାନ୍ତି ଯୋଗ ଅଖିଳ ନିଖିଳ ସୁରକ୍ଷଣ ନିମନ୍ତେ ଯେଉଁ ଦୁର୍ଗା ଵିଵସ୍ତ୍ର ହୋଇଲେ ବୈଷ୍ଣବ ଶୈବ ଶାକ୍ତର ଇଷ୍ଟ ତୋ ହସ୍ତରୁ ଗ୍ରହଣ କରନ୍ତୁ ଭୋଗ

No comments:

Post a Comment