Friday, July 4, 2025

ଏଗାର ଇନ୍ଦ୍ରିୟ ରଥରେ ବସିଣ ଜୀବ କେଉଁଠୁ ଆସିଲା

ଏଗାର ଇନ୍ଦ୍ରିୟ ରଥରେ ବସିଣ ଜୀବ କେଉଁଠୁ ଆସିଲା ମୋତେ ଜଣା ନାହିଁ ସେ ବିକାର ସହିତ କେଉଁଠିକୁ ଯିବ ଆୟୁଷ ସରିଲେ ଅବଶ୍ୟ ମହାକାଳ ସାଙ୍ଗେ ଘେନିଯିବ ମୁହିଁ ବ୍ରହ୍ମଦାରୁ ଛାଇରେ ବସିଥିବି ଅବଶ୍ୟ ଭଲ ହେବ

No comments:

Post a Comment