Wednesday, July 2, 2025

ମୋତେ ଆପଣାର କରି ନିଅ ହେ ମହାବାହୁ

ମୋତେ ଆପଣାର କରି ନିଅ ହେ ମହାବାହୁ ମନକୁ ମୋ ତୁମ୍ଭ ଛନ୍ଦା ପାଦରେ ବାନ୍ଧି ଦିଅ ଦିନ କେତେଟା ଆସିଲି ମରତକୁ ମୁହିଁ ବୁଲି ଅତି ଆପଣାର ଲୋକକୁ ତୁମ୍ଭେ ଭୂଲି ଯାଅ

No comments:

Post a Comment