Wednesday, July 2, 2025

ସପତ ଫେଣା ଶେଷନାଗ ପୃଷ୍ଠରେ ମୋ ଆତ୍ମା ପଦ୍ମନାଭ

ସପତ ଫେଣା ଶେଷନାଗ ପୃଷ୍ଠରେ ମୋ ଆତ୍ମା ପଦ୍ମନାଭ ସେହି ବ୍ରହ୍ମ କମଳ କେଶର ରେଣୁ ମୋହର ପ୍ରିୟ ଆହାର ଏଗାର ଇନ୍ଦ୍ରିୟ ନବ ଦ୍ୱାରରେ ସର୍ବଦା ଦେଉଛନ୍ତି ପ୍ରହରା ମନ ଭ୍ରମର ଛୁଇଁଲେ ଷଡ ବିକାର କରନ୍ତି ନିର୍ମମ ପ୍ରହାର

No comments:

Post a Comment