Monday, July 7, 2025

ସୁପ୍ରଭାତଂ ସୁପ୍ରଭାତଂ ସୁପ୍ରଭାତଂ ମଙ୍ଗଳେ ଅଖିଳ ଜନନୀ

ସୁପ୍ରଭାତଂ ସୁପ୍ରଭାତଂ ସୁପ୍ରଭାତଂ ମଙ୍ଗଳେ ଅଖିଳ ଜନନୀ ତୋର ଚକ୍ଷୁ ଭାସ୍କର ଚନ୍ଦ୍ର କର୍ଣ୍ଣ କୁଣ୍ଡଳ କଣ୍ଠ କୋକିଳ ରାବ ମଙ୍ଗଳମ ଶୁଭ ମଙ୍ଗଳମ ମଙ୍ଗଳମ ଶୁଭ ମଙ୍ଗଳମ ଜନନୀ ତୋର ପାଦ ପଦ୍ମରେ ଲୋଟଇ ହୃଦରେ ଭରି ସନ୍ତାନ ଭାବ

No comments:

Post a Comment