Tuesday, August 12, 2025

ଆହାଃ ଗୋବିନ୍ଦ ଛନ୍ଦା ଚରଣ କେଡେ ସୁଖ ଦାୟକ

ଆହାଃ ଗୋବିନ୍ଦ ଛନ୍ଦା ଚରଣ କେଡେ ସୁଖ ଦାୟକ କେବଳ କୃଷ୍ଣ କେବଳ ଓଁ ସାଇ କୃପା ହେଲେ ପାଇ ଆହାଃ କୃଷ୍ଣ ଛନ୍ଦା ଚରଣ ସ୍ପର୍ଶ କେଡେ ରୋମାଞ୍ଚକ ହୃଦୟ କମଳ ଚାତକ ସମାନ ସଦା ରହିଅଛି ଚାହିଁ

No comments:

Post a Comment