Tuesday, August 12, 2025

କାଳୀୟ ଗଞ୍ଜନ ବନମାଳୀଙ୍କ କିବା ଉପମା ଦେଵି

କାଳୀୟ ଗଞ୍ଜନ ବନମାଳୀଙ୍କ କିବା ଉପମା ଦେଵି ଶୁଆ କହେ ଶାରୀ ଲୋ ମନକୁ ଆସୁଛି ଯଦି କହ ଓଲଟି ଶାରୀ କହେ ନନ୍ଦୀ ଘୋଷରେ ଦେଖିଅଛି ଓଲଟ ଅଶ୍ଵତଥ ବୃକ୍ଷ ଚକ୍ଷୁରେ ବ୍ରହ୍ମାଣ୍ଡ ସର୍ବ ସହଂ

No comments:

Post a Comment