Tuesday, April 14, 2026

ନବ ତୁଳସୀ ମାଳା ଲମ୍ବାଇଲି ତୋ ଆପଦ ମସ୍ତକ

ନବ ତୁଳସୀ ମାଳା ଲମ୍ବାଇଲି ତୋ ଆପଦ ମସ୍ତକ ସୁଗନ୍ଧ ସେବତୀ ଦୟଣା ପତ୍ରରେ ସଜାଇଲି ଚୂଳ ଗରୁଡ ପଛରୁ ଉର୍ଦ୍ଧ୍ୱ ବାହୁ ହୋଇ ସମର୍ପିଲି ଆତ୍ମା କୃପା ହେଲେ ଛୁଇଁବି କମଳା ସେବିତ ପାଦ ତଳ

No comments:

Post a Comment