Thursday, April 9, 2026

ଶିଵାଳୟରେ ସଦା ନିରନ୍ତର ପ୍ରବଚନ

ଶିଵାଳୟରେ ସଦା ନିରନ୍ତର ପ୍ରବଚନ ହରି ନାମ ହରି ଲୀଳା ଅଖିଳ ମଙ୍ଗଳ ଦେବ ଶଙ୍କର ବ୍ୟକ୍ତା ମା ଉମା ଶ୍ରୋତା ସଦା ଠିଆ କର୍ଣ୍ଣ ନନ୍ଦୀ ଆଖି ଛଳ ଛଳ

No comments:

Post a Comment