Friday, April 10, 2026

ଶାରୀ ଜପେ କୃଷ୍ଣ କୃଷ୍ଣ କୃଷ୍ଣ

ଶାରୀ ଜପେ କୃଷ୍ଣ କୃଷ୍ଣ କୃଷ୍ଣ ଶୁଆ ଜପେ ରାମ ରାମ ରାମ ଦେହ ପଞ୍ଜୁରୀ ନିର୍ମଳ ଗଗନ ନୀଳକନ୍ଦର ସମାନ ଆରାମ

No comments:

Post a Comment