Thursday, April 16, 2026

ତୁହି ମୋ ହାତର ଶଙ୍ଖା ଦୁଇ ପଟ

ତୁହି ମୋ ହାତର ଶଙ୍ଖା ଦୁଇ ପଟ କପାଳରେ ଉଜ୍ଜଳ ସିନ୍ଦୂର ଠୋପା ତୁହି ମୋ ପୂଜା ଦୀପ ଘିଅ ସଳିତା ତୁହି ଶାଶୁଘର ସୁଖ ହଂସ ଅଜପା

No comments:

Post a Comment