Thursday, April 16, 2026

ଶ୍ରୀରାଧା ପତି ଚରଣ କମଳ କେଶର ସୁଧା

ଶ୍ରୀରାଧା ପତି ଚରଣ କମଳ କେଶର ସୁଧା ରୁକ୍ମଣୀ ଦେହ ପ୍ରାଣ ଆତ୍ମା କୃଷ୍ଣ ପାଦ ଗଙ୍ଗା ପଦ୍ମାବତୀଙ୍କ ହସ୍ତରେ ନାରୟଣ ଚରଣାମୃତ ବ୍ରହ୍ମଦାରୁ ଭାବ ସିନ୍ଧୁରେ ମୋ ଜୀବନ ଡଙ୍ଗା

No comments:

Post a Comment