Saturday, May 30, 2026

ମହାଦେବ ଶଙ୍କର ଅବତରିଲେ ହୋଇ କେଶରୀ ନନ୍ଦନ

ମହାଦେବ ଶଙ୍କର ଅବତରିଲେ ହୋଇ କେଶରୀ ନନ୍ଦନ ଗୌରୀ ସ୍ଥାନରେ ଭରି ଅଶେଷ ଶ୍ରୀରାମ ପାବନ କିରତୀ ନୟନେ ରାମ ତୁଣ୍ଡରେ ରାମ ଶିଳାରେ ଲେଖିଲେ ରାମ ବକ୍ଷ ଚିରି ଦେଖାଇଲେ ଶଙ୍କର ଶ୍ରୀରାମ ଚରଣେ ପୀରତି

No comments:

Post a Comment