Sunday, May 24, 2026

ଆହେ କଳା ଶ୍ରୀମୁଖ ତୁମକୁ ସରମ ନାହିଁ କି

ଆହେ କଳା ଶ୍ରୀମୁଖ ତୁମକୁ ସରମ ନାହିଁ କି ହୃଦୟ ହାଣୁଛ ଏଡିକି ଚକାଆଖିରେ ଚାହିଁକି ଥରୁଟିଏ ଦର୍ଶନ କଲେ ହୃଦୟ କ୍ଷତ ଭରିବ ଥରେ ଢାଳ କମଳ ଆଖିପତା ମୋ ପାଇଁକି

No comments:

Post a Comment