Saturday, May 30, 2026

ସତ କଥା ଗୋବିନ୍ଦଙ୍କ ଘର ମୁହିଁ ଦେଖିନାହିଁ

ସତ କଥା ଗୋବିନ୍ଦଙ୍କ ଘର ମୁହିଁ ଦେଖିନାହିଁ ତୁମମାନଙ୍କର ଭଳି ମୋର ଅଧାଗଢା ଭରଷା ସତ୍ୟ ଧର୍ମ ଅହିଂସା ପ୍ରେମ କ୍ଷମା ଅର୍ଘ୍ୟ ଥାଳି ଧରି ବନ୍ଦାପନା କରୁଅଛି ହେବ କୃପା ବରଷା

No comments:

Post a Comment