Sunday, May 31, 2026

ଚାରିମୁଖ ବ୍ରହ୍ମା ଆନନ୍ଦରେ ଗାଏ

ଚାରିବେଦ ବ୍ରହ୍ମା ଆନନ୍ଦରେ ସ୍ତୁବନ୍ତି ଜଗନ୍ନାଥ ସନାତନ ସାରଥି ଭାଗବତ କୀର୍ତ୍ତନ କରେ ଜଗନ୍ନାଥ ଦାମୋଦର ମାଧବ ବୋଲି ଅନନ୍ତ କାଳରୁ ଜଗନ୍ନାଥ ହେ ତୁମ୍ଭ ଛନ୍ଦା ଚରଣକୁ ଖୋଜୁଅଛି ଥରୁଟେ ଦର୍ଶନ ଦିଅନ୍ତୁ ରୁକ୍ମଣୀ ଜୀବନ ଝୁରି ଝୁରି ସରି ଗଲି

No comments:

Post a Comment