Saturday, May 30, 2026

ଇନ୍ଦ୍ରିୟଙ୍କୁ ଆଶରା କରି ସଂସାରରେ ଚଳୁଛି

ଇନ୍ଦ୍ରିୟଙ୍କୁ ଆଶରା କରି ସଂସାରରେ ଚଳୁଛି ବୁଦ୍ଧିକୁ ଜଷ୍ଟି କରି ଷଢ଼ ରିପୁମାନଙ୍କୁ ତଡୁଛି ହେଲେ ଅଭିମନ୍ୟୁ ଭଳି ମୋର ଦୁରାବସ୍ଥା ଅଧାଗଢାଙ୍କ ଛନ୍ଦା ଚରଣରେ ଆସ୍ଥା ବଢୁଛି

No comments:

Post a Comment