Sunday, June 21, 2026

ମହାମାୟା ମାଆ ଭଵାନୀ ଶିବାନୀ ଗୌରୀ

ମହାମାୟା ମାଆ ଭଵାନୀ ଶିବାନୀ ଗୌରୀ ମାଆ ଟିକେ ତୋ କରୁଣା ବଢ଼ା ଦିଅ ଆହୁରି ଗୋବିନ୍ଦ ଦର୍ଶନ ବାସନା ହେଉ ମୋର ପୂର୍ଣ୍ଣ ଶ୍ୟାମ ସହୋଦରୀ ପାଦେ ବିନତି ମୋହରି

No comments:

Post a Comment