Sunday, June 21, 2026

ପର୍ବତ ଶିଖରରେ ତୁମ୍ଭେ ଜଳଦ ମାଳା ହେଲେ

ପର୍ବତ ଶିଖରରେ ତୁମ୍ଭେ ଜଳଦ ମାଳା ହେଲେ ମୋର କୃଷ୍ଣରେ ଅନୁରକ୍ତି ନିର୍ମଳ ବରଷା ପାଣି କୃଷ୍ଣ ଅଧରରେ ତୁମ୍ଭେ ସୁଧା ମଧୁର ବଂଶୀ ସ୍ଵନ ମୋ ହୃଦୟ ବିରହ ବୃଷଭାନୁ ସୁତା ରାଧାରାଣୀ

No comments:

Post a Comment