Tuesday, June 23, 2026

ସିଂହଦ୍ୱାର ଦେଶରେ ମୂଢ଼ ନୟନ ବିଛେଇଛି

ସିଂହଦ୍ୱାର ଦେଶରେ ମୂଢ଼ ନୟନ ବିଛେଇଛି ନିଶ୍ଚୟ ଘୋଷଯାତ୍ରାକୁ ଯିବେ ଭକ୍ତ ଭାବଗ୍ରାହୀ ଅତିଵ ଉଦାର ବିଶାଳ ହୃଦୟ କମଳା ନିବାସ କ୍ଷମା କରିଦେବେ ଛନ୍ଦା ଚରଣକୁ ଦେବି ଛୁଇଁ

No comments:

Post a Comment