Sunday, June 21, 2026

ଅମୃତ ବୋଳା ତୋର କଣ୍ଠ ଲୋ

ଅମୃତ ବୋଳା ତୋର କଣ୍ଠ ଲୋ ମୋ ଆତ୍ମା କୋଇଲି ପୁନଃ ପୁନଃ ଉଚ୍ଚାର ଲୋ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଥରେ ଏହି ପତିତ ହୃଦୟ ପଦ୍ମରେ ଶ୍ରୀପତି ଚରଣ ପଡ଼ୁ ସଦା ନୀଳକନ୍ଦରରେ ବ୍ରହ୍ମଦାରୁ ବଢ଼ାନ୍ତି ଭକ୍ତର ଆନନ୍ଦ

No comments:

Post a Comment