Friday, June 26, 2026

ନବଧା ଭକ୍ତିରେ ଭିଡି ବାନ୍ଧିଦେଲୁ ଆତ୍ମା

ନବଧା ଭକ୍ତିରେ ଭିଡି ବାନ୍ଧିଦେଲୁ ଆତ୍ମା ଛନ୍ଦା ଚରଣ ଛାଡ଼ି କୁଆଡେ ଯିବ ଭକତ ମଧୁର ମୁରଲୀ ସ୍ୱନରେ ପାଦ କି ଚଳେ ରାଧା ଝୁରି ମଲା ଆଉ କିଏ ଅଛି ଶକତ

No comments:

Post a Comment