Saturday, February 1, 2025

ଓଡ଼ିଆ ଅକ୍ଷରକୁ ଅତି ସ୍ମୁକ୍ଷ୍ମ ଭାବ ଛୁଞ୍ଚିରେ ଗୁନ୍ଥି

ଓଡ଼ିଆ ଅକ୍ଷରକୁ ଅତି ସ୍ମୁକ୍ଷ୍ମ ଭାବ ଛୁଞ୍ଚିରେ ଗୁନ୍ଥି ମୋର ହୃଦୟ ପଦ୍ମରେ ସାଇତିଛି ଅନେକ ମାଳ ବଢିଆ ମାନିବ ବନମାଳା ସହ ଗୋବିନ୍ଦ ଗଳାକୁ ପିନ୍ଧାନ୍ତି ନିଜ ହାତରେ ସରି ଯାଉଅଛି ମୋ କାଳ

No comments:

Post a Comment