Sunday, February 2, 2025

ଏହି ଜୀବନ ପରିପୂର୍ଣ୍ଣ ଥିଲା ଘନ ଅନ୍ଧାର ଦୁଃଖରେ

ଏହି ଜୀବନ ପରିପୂର୍ଣ୍ଣ ଥିଲା ଘନ ଅନ୍ଧାର ଦୁଃଖରେ ସବୁଠୁଁ ଦରଦୀ ବୈଷ୍ଣବଟିଏ ହେଲା ଚଲାପଥ ସାଥି କୋଟି କୋଟି ମାତା ପିତା ସ୍ନେହଁର ବୋଳା ଆକାର ଅମୃତ ପାତ୍ରଟିଏ ଦେଇଗଲା ସେ ସନାତନ ସାରଥି

No comments:

Post a Comment