Wednesday, February 5, 2025

କେଶବ କୋଇଲି ଚଉତିଶାକୁ ଶ୍ରବଣ ଇନ୍ଦ୍ରିୟରେ ଥୋଇଲି

କେଶବ କୋଇଲି ଚଉତିଶାକୁ ଶ୍ରବଣ ଇନ୍ଦ୍ରିୟରେ ଥୋଇଲି ନୟନ ପଥରେ ଅକୃର ରଥ ମଧୁର ଶ୍ରୀଗୋବିନ୍ଦ ବଳରାମ ହୃଦୟରେ ଲେପିଲି ଗୋପୀ ଗୋପାଳଙ୍କ ବିରହ ବେଦନା ଚନ୍ଦନଅର୍ଗଳୀର କଳା କୋଇଲି ପାଦରେ ଦେବକି ବିଶ୍ରାମ

No comments:

Post a Comment