Monday, April 21, 2025

ଆବାହନ ସଂସ୍ଥାପନ କରି ଚିହିଁଲି ମୋହନଙ୍କୁ

ଆବାହନ ସଂସ୍ଥାପନ କରି ଚିହିଁଲି ମୋହନଙ୍କୁ ବିସର୍ଜନ କରିବାକୁ ନ ବଳିଲା ମୋହର ଚିତ୍ତ କେଡେ ଛନ୍ଦ ଜାଣେଲୋ ସେହି ନନ୍ଦର ବଳା ଅଭୁଲା କାଳି ଦଳା ପଦ୍ମ ପୟର ପଦ୍ମ ନେତ୍ର

No comments:

Post a Comment