Wednesday, April 23, 2025

ହେ ଉଦାର ପତିତପାବନ ବଂଶୀବଦନ ବନମାଳୀ

ହେ ଉଦାର ପତିତପାବନ ବଂଶୀବଦନ ବନମାଳୀ ସତରେ କିବା ଏହି ପତିତର ବନ୍ଧୁ ତୁମ୍ଭେ ହୋଇବ ହେ ମଧୁର ଗୋବିନ୍ଦ ପୀତବାସ ଶିରରେ ଶିଖିପୁଚ୍ଛ ସତେ କିବା ତୁମ୍ଭ ମୋହନ ବଂଶୀ ନାଁ ଧରି ରାଇବ

No comments:

Post a Comment