Sunday, April 20, 2025

ନୟନ ଅମୃତ ଚନ୍ଦନ ଚର୍ଚ୍ଚିତ ନୀଳ କଳେବର

ନୟନ ଅମୃତ ଚନ୍ଦନ ଚର୍ଚ୍ଚିତ ନୀଳ କଳେବର କୃଷ୍ଣ ଯଶୋଦା ପ୍ରାଣ ଥୋଇଲେ କୃଷ୍ଣ ଫେରିବା ବାଟରେ ହୃଦୟ ଚୋର କାଳୀ ଦଳା ବନମାଳୀ ତ୍ରିଭଙ୍ଗ ଠାଣି ଛାନ୍ଦ ପାଦକୁ ଖୋଜେ ମୁହିଁ କଳି ସଂସାର ହାଟରେ

No comments:

Post a Comment