Wednesday, April 16, 2025

ବୈଷ୍ଣବ ହୃଦୟରୁ ଗୋବିନ୍ଦ ଗୋବିନ୍ଦ ଶୁଭିଲାରେ

ବୈଷ୍ଣବ ହୃଦୟରୁ ଗୋବିନ୍ଦ ଗୋବିନ୍ଦ ଶୁଭିଲାରେ କୃଷ୍ଣ ନାମ ରୂପ ଲୀଳାମୃତରେ ଦେହ ଭିଜିଲାରେ ମଧୁର ବଂଶୀ ଶବଦ ସୁକ୍ଷ୍ମ ପ୍ରାଣତନ୍ତ୍ରୀ ବାଜିଲାରେ କୃଷ୍ଣ ପ୍ରେମରସ ସ୍ଵାଦରେ ପତିତ ମନ ହଜିଲାରେ

No comments:

Post a Comment