Sunday, April 27, 2025

ତୁ ମୋତେ ଭଲଭାବରେ ଜାଣିଥିବୁ

ତୁ ମୋତେ ଭଲଭାବରେ ଜାଣିଥିବୁ ହେ ଗୋବିନ୍ଦ ତୁମ ଅପଲକ ଚକାଡ଼ୋଳାରୁ କିଏ ଅବା ଖସିଯିବ ଏହି ସଂସାରକୁ ଯିଏ ବି ଦେହ ଧରି କରି ଆସିଅଛି ଅବଢ଼ା ଚାଖିଥିବ ପତିତପାବନ ବାନା ଦେଖିଥିବ

No comments:

Post a Comment