Wednesday, April 16, 2025

ସକଳ ଜନମ ମଧ୍ୟରେ ନର ଜନ୍ମ

ସକଳ ଜନମ ମଧ୍ୟରେ ନର ଜନ୍ମ ଦୁର୍ଲଭ ହେ ଗୋବିନ୍ଦ ନିରନ୍ତର ତୋର ପାଦ ଚିନ୍ତେ ନୟନ ପପଥରେ ସଦା ଥିବୁ ହେ ଗୋବିନ୍ଦ ସଦା ସେବି ବୈଷ୍ଣବ ପାଦରେ ପଶିବି ଅନ୍ତେ

No comments:

Post a Comment