Tuesday, June 17, 2025

ସବୁଦିନର ଲାଗି

ସବୁଦିନର ଲାଗି ଏହି ପତିତ ତୁମର କିଣା ଚାକର ହେ ଚକାଡୋଳା ତୁମେ ମୋର ଅତି ପ୍ରିୟ ସାଆନ୍ତ ସବୁବେଳେ ଭକ୍ତ ପଛରେ ଧାଉଁଛ ପାଦ ବିନ୍ଧୁଥିବ ହେ କଳାମୁଖ କମଳ ପାଦକୁ ଟିକିଏ ଘଷି ଦିଅନ୍ତି

No comments:

Post a Comment