Saturday, June 21, 2025

ସଦା ସାଥିରେ ଥାଅ ହେ ଉଦାର ଅପଲକ ଚକାଆଖି

ସଦା ସାଥିରେ ଥାଅ ହେ ଉଦାର ଅପଲକ ଚକାଆଖି ମୋ ସଂସାର ରହଣି ଯେତେ ଦିନ ଆଉ ରହିଲା ବାକି ସଦା ସାଥିରେ ଥାଅ ହେ ଉଦାର ଅପଲକ ଚକାଆଖି ବିକାରରୁ ବଞ୍ଚା ତ୍ରିଗୁଣ ଫାସ ଫିଟା ପାଖକୁ ନିଅ ଡାକି

No comments:

Post a Comment