Sunday, June 22, 2025

ବୃକ୍ଷ ସେବା କଲେ ଫଳ ସାଥିରେ ଛାୟା ମାଗଣା

ବୃକ୍ଷ ସେବା କଲେ ଫଳ ସାଥିରେ ଛାୟା ମାଗଣା ଶ୍ରୀହରି ସ୍ମରଣ କଲେ ମନ ହୁଏ ବୈଷ୍ଣବ ଅଗଣା ଅସହାୟ ପ୍ରାଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ପାଦ ବୈକୁଣ୍ଠ ଯାତ୍ରା ପଥରୁ ନ ହୁଅଇ ପଥ ବଣା

No comments:

Post a Comment