Sunday, June 22, 2025

ଷଡ ବିକାର ସଦା ଇଚ୍ଛନ୍ତି ବିଷୟା ବିଷକୁ

ଷଡ ବିକାର ସଦା ଇଚ୍ଛନ୍ତି ବିଷୟା ବିଷକୁ ହେ ସୁଧାନିଧି ବଞ୍ଚିବି ନାହିଁ ଲାଗେ ସଂଶୟ ହେ ଗୋପାଳ ଗୋକୁଳ ବଲଭ ପ୍ରିୟତମ ଛନ୍ଦା ପାଦରେ ଦିଅ ମୋତେ ଚିର ଆଶ୍ରୟ

No comments:

Post a Comment