Sunday, June 22, 2025

ଭକତ ହିତରେ ନିରନ୍ତର ଥାଅ ତୁମ୍ଭେ ହେ ଚକାଡୋଳା

ଭକତ ହିତରେ ନିରନ୍ତର ଥାଅ ତୁମ୍ଭେ ହେ ଚକାଡୋଳା ଭକତ ଆଗେ ଆଗେ ତୁମ୍ଭେ ସଦା ଚାଲୁଥା ପଛେ ପଛେ ପାଣ୍ଡବ ରକ୍ଷା କବଚକୁ ଉଦାର ପଣରେ କିଏ ବଳିବକି ଅତି ଭାବରେ ଭଣିଲି କାହିଁକ ଟେକିବିବା ମିଛେ ମିଛେ

No comments:

Post a Comment