Friday, June 20, 2025

କାଳ ହରିନେବ ତୋହର ସକଳ ଚାତୁରୀ ଗାରିମା

କାଳ ହରିନେବ ତୋହର ସକଳ ଚାତୁରୀ ଗାରିମା ଚିନ୍ତ ଗଙ୍ଗାଧର ହୃଦୟ ଚାନ୍ଦ ବୃନ୍ଦାବନ ବଂଶୀଧାରୀ ବାଳ ଧରିନେବ ତୋର ଯମରାଜ ମଇଁଷି ପୃଷ୍ଠରେ ଭଜ ଗୋବିନ୍ଦ ଗୋକୁଳାନନ୍ଦ ଭବରୁ ଯିବୁରେ ତରି

No comments:

Post a Comment