Thursday, December 25, 2025

ମୋହନ ମୁରଲୀ ତେଜି କାଳିଦଳା ହେଲେ ଅଧାଗଢା

ମୋହନ ମୁରଲୀ ତେଜି କାଳିଦଳା ହେଲେ ଅଧାଗଢା କମଳ ଛନ୍ଦା ଚରଣକୁ ଉଡି ଉଡି ଖୋଜେ ଆତ୍ମା ହଂସ ଶ୍ରୀ ଗୀତଗୋବିନ୍ଦ ଶ୍ରୀମଦ ଭାଗବତ ଶ୍ରୀଲକ୍ଷ୍ମୀ ପୁରାଣ ମା କମଳା ସେବିତ ଚରଣକୁ ଉଡି ଖୋଜେ ହରିବଂଶ

No comments:

Post a Comment