Sunday, December 21, 2025

ବଡଦାଣ୍ଡରେ ପଡି ଗଡି ରଡି ଏହି ଦୀନର କାଳ ସରିଯାଉ

ବଡଦାଣ୍ଡରେ ପଡି ଗଡି ରଡି ଏହି ଦୀନର କାଳ ସରିଯାଉ ହେ ବ୍ରହ୍ମଦାରୁ ନୀଳଚକ୍ର ପତିତପାବନକୁ ଆଖି ଦେଖୁଥାଉ ଛନ୍ଦା ଚରଣ ଅପେକ୍ଷାରେ ମୁହିଁ ବସିଥିବି ବାଇଶି ପାହାଚେ ବ୍ରାହ୍ମଣ ବୈଷ୍ଣବ ଶୈବ ଶାକ୍ତଙ୍କ ଧୂଳି ସର୍ବାଙ୍ଗ ବୋଳିହେଉ

No comments:

Post a Comment