Sunday, December 21, 2025

ହରି କରୁଣା ସମୁଦ୍ର ହରଣ କରିବେ ପ୍ରାରବ୍ଧ

ହରି କରୁଣା ସମୁଦ୍ର ହରଣ କରିବେ ପ୍ରାରବ୍ଧ ହରି ଉଦାର ହୃଦୟ ଦେଖାଇବେ ମାର୍ଗ ଧର୍ମ ତେବେ ସିନା ତୁ ଚଢିବୁ ମନ ବାଇଶିପାହାଚ ଗରୁଡ ପଛରୁ ଦେଖିବୁ ଲକ୍ଷ୍ମଣ ଭଦ୍ରା ରାମ

No comments:

Post a Comment