Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Tuesday, December 30, 2025
ଚକାଡୋଳା ତୁମ୍ଭ ଆଖିରେ ଆତ୍ମା ଲାଖିଗଲା
ଚକାଡୋଳା ତୁମ୍ଭ ଆଖିରେ ଆତ୍ମା ଲାଖିଗଲା
ଶତ ଚେଷ୍ଟା କରିବି ମୁହିଁ ପାରୁ ନାହିଁ ଛଡେଇ
ବ୍ରହ୍ମଦାରୁଙ୍କର ଛନ୍ଦାପାଦରେ ସର୍ବସ୍ବ ସମର୍ପିଲି
ଅଖିଳ ଆଧାର ଅରକ୍ଷିତକୁ ନ ଦିଅ ଆଡେଇ
"ମନେ କି ପଡୁଛି ଦାସିଆ ନଡ଼ିଆ ବନ୍ଧୁ ମହାନ୍ତି ଙ୍କୁ ଭୋଗ ର ଥାଳିଆ ସାଲବେଗ ପାଇଁ ରହି ବଡ଼ଦାଣ୍ଡେ କରମାବାଇ ର ଖେଚୁଡ଼ି ରୁ ଗୁଣ୍ଡେ ମାଲୁଣି ମୁହଁ ରୁ ଶ୍ରୀ ଗୀତଗୋବିନ୍ଦ ରାମଚନ୍ଦ୍ର ଦେବଙ୍କ ମୁଣ୍ଡ ଫଟା କାଦ୍ଦ ଲଳିତା ର ଲୁହ ବିଶ୍ଵାବସୁ କୋହ ଝୁରି ହେଉଛି କି ନାଥ"----Mana pua
Subscribe to:
Post Comments (Atom)

No comments:
Post a Comment