Friday, December 26, 2025

ଯଶୋଦା ରାଣୀର କଳା ଗୋବିନ୍ଦ

ଯଶୋଦା ରାଣୀର କଳା ଗୋବିନ୍ଦ ମୋର ହୃଦୟ ଅଗଣାରେ ବୁଲୁଛି ଛନ୍ଦା ଚରଣକୁ ହାତ ବଢ଼ାଇଲେ ଶ୍ରୀଗୀତଗୋବିନ୍ଦ ମଧୁର ବୋଲୁଛି

No comments:

Post a Comment