Sunday, December 21, 2025

ପରମ ବୈଷ୍ଣବ ଦେବାଧି ଦେବ ମହାଦେବ ଶିବ

ପରମ ବୈଷ୍ଣବ ଦେବାଧି ଦେବ ମହାଦେବ ଶିବ ଦେହ ଇନ୍ଦ୍ରିୟ ବିସ୍ମୃତ ହେଲେ ଯୋଗ ସମାଧିରେ ସକଳ ସଂସାର ରହିଗଲା ଶିଵାଳୟର କାନ୍ଥରେ ଆତ୍ମା ସନ୍ତରଣ କଲା ରାମ ରୂପ ପୟୋନିଧିରେ

No comments:

Post a Comment