Thursday, May 21, 2026

ଇନ୍ଦ୍ରିୟ ପୂଜା ପାଇଁକି ବନସ୍ପତି ଭଣ୍ଡାର ଖୋଲିଛି

ଇନ୍ଦ୍ରିୟ ପୂଜା ପାଇଁକି ବନସ୍ପତି ଭଣ୍ଡାର ଖୋଲିଛି କାମିନୀ କାଞ୍ଚନ ବାସନା ରସନା ସର୍ବ ଉଜାଗର ଦେହ ଅମୁହାଁ ଦେଉଳ ଦେବତା ସର୍ବଦା ଅପୂଜା ନିଶା ଖୋର ଗରାଖ ମଦ ବେପାରୀ ସୌଦାଗର

No comments:

Post a Comment