Saturday, May 2, 2026

ପରମ ଯୋଗୀ ଉମା ଶଙ୍କର ଆତ୍ମା ଶ୍ରୀରାମ

ପରମ ଯୋଗୀ ଉମା ଶଙ୍କର ଆତ୍ମା ଶ୍ରୀରାମ ମାରୁତି ରୂପରେ ସେବାକଲେ ପରମ ବ୍ରହ୍ମ ଵଚନ ମଧୁର ଚଳିତ ମଧୁର ସଦା ପୂର୍ଣ୍ଣବ୍ରହ୍ମ ଭକ୍ତ ହୃଦୟ ଚନ୍ଦନ ଶ୍ୟାମା ଭ୍ରାତ ଦାରୁବ୍ରହ୍ମ

No comments:

Post a Comment