Monday, May 18, 2026

କମଳା ଅଳା କୋମଳ କମଳର ପାଖୁଡା

କମଳା ଅଳା କୋମଳ କମଳର ପାଖୁଡା କମଳା ଚରଣ ତଳେ ଗୋବିନ୍ଦ ଶିଖିପୂଛ କମଳା କରରେ ପକ୍ବ ଶଷ୍ୟ ଭରା ବସୁଧା କମଳା ତନୁ ବିଷ୍ଣୁମୟ ଅଭିନ୍ନ ଆଗ ପଛ

No comments:

Post a Comment