Monday, June 1, 2026

ତୋ କୃପାରେ ଭେଟ ହେଲେ ଦେବୁ ମୋକ୍ଷ ପ୍ରସାଦ

ତୋ କୃପାରେ ଭେଟ ହେଲେ ଦେବୁ ମୋକ୍ଷ ପ୍ରସାଦ ଅଚିହ୍ନା ଅଜଣା ରୂପରେ ରଖିଅଛୁ ମୋହର ଜୀବନ ତୋ ଅଭୟ ଛନ୍ଦା ଚରଣରେ ନିରନ୍ତର ଆତ୍ମା ଥାଉ ହେ ବ୍ରହ୍ମଦାରୁ ସର୍ବଜୀବ ହିତ କମଳା ହୃଦୟ ଚନ୍ଦନ

No comments:

Post a Comment