Saturday, May 9, 2026

ମନ ଦର୍ପଣରେ ତୁମ୍ଭରି ରୂପ ମହାବାହୁ

ମନ ଦର୍ପଣରେ ତୁମ୍ଭରି ରୂପ ମହାବାହୁ ଲକ୍ଷ୍ମୀ ହୃଦୟ କମଳ ଆଖି ଚକାଡୋଳା ଆଖି ଫେରାଇଲେ ଆତ୍ମା ଫେରେନାହିଁ ଅଧାଗଢାଙ୍କ ପାଦକୁ ଛୁଇଁବାକୁ ପାଗଳା

No comments:

Post a Comment